ଆମ ସମ୍ପର୍କରେ (About Us)

OdishaPathshala.in କୁ ଆପଣଙ୍କୁ ସ୍ବାଗତ! ଏହା ଏକ ଡିଜିଟାଲ୍ ଶିକ୍ଷାମୂଳକ ପ୍ଲାଟଫର୍ମ, ଯାହା ଓଡ଼ିଶାର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ପାଇଁ ସହଜରେ ପାଠ୍ୟପୁସ୍ତକ, ଲେସନ୍ ନୋଟ୍, ପ୍ରଶ୍ନବ୍ୟାଙ୍କ ଏବଂ ଅନଲାଇନ୍ କୁଇଜ୍ ସୁବିଧା ଯାଇଥାଏ।

ଆମର ଲକ୍ଷ୍ୟ (Our Mission)

ପ୍ରତ୍ୟେକ ପିଲାଙ୍କ ପାଖରେ ଡିଜିଟାଲ୍ ମାଧ୍ୟମରେ ସଠିକ୍ ଶିକ୍ଷା ସମ୍ପଦ ପହଞ୍ଚାଇବା ଏବଂ ଶିକ୍ଷାଦାନକୁ ଅଧିକ ସରଳ ଓ ଆକର୍ଷଣୀୟ କରିବା ଆମର ମୁଖ୍ୟ ଲକ୍ଷ୍ୟ ଅଟେ।

ପରିଚାଳନା (Management)

ଏହି ୱେବସାଇଟ୍ ମାଧ୍ୟମରେ ଶିକ୍ଷକ ଏବଂ ଶିକ୍ଷାର୍ଥୀମାନେ ପାଠପଢ଼ା ସମ୍ବନ୍ଧୀୟ ସମସ୍ତ ଜରୁରୀ ସୂଚନା ଏକାଠି ପାଇପାରିବେ।