ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ଜଣାଇ ଦିଆଯାଉଛି ଯେ ଆଗାମୀ FA-1 ପରୀକ୍ଷା ନିମନ୍ତେ ଡେଲି ନୋଟ୍ସ ଏବଂ ପ୍ରଶ୍ନବ୍ୟାଙ୍କ ୱେବସାଇଟ୍ରେ ଅପ୍ଡେଟ୍ କରାଯାଇଛି।